25.1 C
Bhubaneswar
Saturday, January 18, 2025
Homeଅପରାଧଦୁଇଟି ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

ଦୁଇଟି ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ। ଡିପିଏସ୍‌ ଆରକେ ପୁରମ୍ ଓ ପଶ୍ଚିମ ବିହାରର ଜେଡି ଗୋଏନକା ସ୍କୁଲକୁ ବୋମା ଧମକ ମିଳିଛି। ଇ-ମେଲରେ ବୋମା ଧକମ ମିଳିଛି। ଏହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସ୍କୁଲକୁ ଆସିଥିବା ପିଲାଙ୍କୁ ତୁରନ୍ତ ଘରକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍କୁଲର ବିଭିନ୍ନ ସ୍ଥାନକୁ ସର୍ଚ୍ଚ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ମିଳିବା ନେଇ ଜଣାପଡ଼ିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking