25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଦିଲ୍ଲୀରେ ସ୍କୁଲ୍‌କୁ ବୋମା ଧମକ

ଦିଲ୍ଲୀରେ ସ୍କୁଲ୍‌କୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲଗୁଡ଼ିକୁ ପୁଣି ଥରେ ମିଳିଛି ବୋମା ଧମକ। ଚାଣକ୍ୟପୁରୀର ନୌସେନା ସ୍କୁଲ, ଦ୍ୱାରକାର ସିଆରପିଏଫ ସ୍କୁଲ ଏବଂ ରୋହିଣୀର ସିଆରପିଏଫ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ଧମକ ମିଳିଛି। ସ୍କୁଲ୍‌କୁ ଉଡ଼ାଇ ଦେବାକୁ ମେଲ୍‌ରେ ଧମକ ଦେଲେ ଦୁର୍ବୃତ୍ତ। ଦିଲ୍ଲୀ ପୋଲିସ ତଦନ୍ତ କରୁଛି। ଏହା ସହିତ, ବମ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ଉପସ୍ଥିତ ଅଛି। ଏହା ପୂର୍ବରୁ ମଧ୍ୟ ଡାକ ମାଧ୍ୟମରେ ବୋମା ଧମକ ଦିଆଯାଇଛି। ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking