28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶଡ୍ୟାମ୍‌ରେ ଡଙ୍ଗା ବୁଡି ୫ ମୃତଦେହ ଠାବ, ଜଣେ ନିଖୋଜ

ଡ୍ୟାମ୍‌ରେ ଡଙ୍ଗା ବୁଡି ୫ ମୃତଦେହ ଠାବ, ଜଣେ ନିଖୋଜ

ମହାରାଷ୍ଟ୍ର: ମହାରାଷ୍ଟ୍ର ପୁଣେରେ ଭୟଙ୍କର ଦୁର୍ଘଟଣା। ୨୧ ତାରିଖ ବିଳମ୍ବିତ ରାତିରେ ଉଜନୀ ଡ୍ୟାମରେ ଡଙ୍ଗା ବୁଡି ୬ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ମୁତୟନ ରହି ଖୋଜାଖୋଜି ଜାରି ରଖିଥିଲେ। ବହୁ ପ୍ରଚେଷ୍ଠା ପରେ ୫ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ଜଣେ ବ୍ୟକ୍ତି ନିଖୋଜ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡଙ୍ଗାବୁଡିବାର କାରଣ ଜଣାପଡିନାହିଁ। ମୃତକଙ୍କ ମଧ୍ୟରେ ୩ ପୁରୁଷ, ଜଣେ ମହିଳା ଏବଂ ଦୁଇ ଜଣ ଶିଶୁ ଥିବା ସୂଚନା ମିଳିଛି। ଗତ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା, ତୋଫାନ ପରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking