34.1 C
Bhubaneswar
Friday, September 20, 2024
Homeଓଡିଶାରକ୍ତମୁଖା ବାଘ: ମହିଳାଙ୍କୁ ମାରି ଖାଇଲା

ରକ୍ତମୁଖା ବାଘ: ମହିଳାଙ୍କୁ ମାରି ଖାଇଲା

ନୂଆପଡା: ନୂଆପଡାରେ ରକ୍ତମୁଖା ବାଘ ମହିଳା ଜଣକୁ ମାରି ଖାଇଲା । ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ଆତଙ୍କ ଦେଖିବାକୁ ମିଳିଛି । ସିଲିଆରିବାହାଲ ଗାଁ ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଲା ବାଘ । ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥଲେ । ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲେ କଲରାପତିରିଆ ବାଘ ।

ପାକିସ୍ତାନର ବାୟୁସେନା ଏୟାରବେସରେ ଆକ୍ରମଣ, ୩ ଆତଙ୍କବାଦୀ ନିହତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking