18.1 C
Bhubaneswar
Friday, November 22, 2024
Homeଓଡିଶାଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା

ଭୁୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ । ପଡିଲା ରକ୍ତର ଛିଟା । ପସରାଉଠା କର୍ମଚାରୀ ଏବଂ ଜଣେ ସେବାତଙ୍କ ମଧ୍ୟରେ ମାରପିଟ୍ । ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ ନୀତି । ଉଭୟଙ୍କୁ ନେଇ ସିଂହଦ୍ୱାର ପୋଲିସର ପଚରାଉଚରା ଜାରି ରହିଛି । ତେବେ ଏଭଳି କାଣ୍ଡ ପଛର କାରଣ ଜଣାପଡିନି । ଶ୍ରୀଭନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟ ନିନ୍ଦା କରାଯିବା ସହ ଭକ୍ତ ମନ ଏନେଇ ଛନକା ପଶିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।

 

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking