27.1 C
Bhubaneswar
Sunday, September 22, 2024
Homeଓଡିଶାବିଜେପିର ନବ ମତଦାତା ସମ୍ମିଳନୀ

ବିଜେପିର ନବ ମତଦାତା ସମ୍ମିଳନୀ

ଭୁବନେଶ୍ୱର: ନୂଆ ଭୋଟରଙ୍କୁ ଆକୃଷ୍ଠ ପାଇଁ ବିଜେପିର ନବ ମତଦାତା ସମ୍ମିଳନୀ । କାଲି ଜାତୀୟ ଭୋଟର ଦିବସରେ ନବ ମତଦାତା ସମ୍ମିଳନୀ କରିବ ବିଜେପି । ସୂଚନା ଦେଲେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଓଡିଶାର ୨୫୦ ସହ ସାରା ଦେଶରେ ୫ ହଜାର ସ୍ଥାନରେ କାର୍ଯ୍ୟକ୍ରମ ି । ସମ୍ମିଳନୀରେ ନୂଆ ଭୋଟରଙ୍କ ସହ ସିଧାସଳଖ ଯୋଡି ହେବେ ପ୍ରଧାନମନ୍ତ୍ରୀ । ପ୍ରତି ସ୍ଥାନରେ ୧ ହଜାରରୁ ଅଧିକ ଭୋଟରଙ୍କୁ ସାମିଲ କରିବା ଲକ୍ଷ୍ୟ ।

କନିଷ୍ଠ ଶିକ୍ଷକ ନିଯୁକ୍ତି: ସତ୍ୟପାଠ ତଲବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking