ଯାଜପୁର : ରବିବାରକୋରେଇବ୍ଲକ୍ଜହ୍ନାରବିଜେପିକାର୍ଯ୍ୟାଳୟରେଜିଲ୍ଲାସଭାପତିଗୌତମରାୟଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକବୈଠକ ଅନୁଷ୍ଠିତହୋଇଯାଇଅଛି ।ଏଠାରେମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀସମୀର ଦେ ଯୋଗ ଦେଇ ଜିଲ୍ଲାରସାଙ୍ଗଠନିକସ୍ଥିତିସଂପର୍କରେସମୀକ୍ଷାକରିବାସହବୁଥ୍ ସ୍ଥରରେସଂଗଠନ ସୁଦୃୃଢ ପାଇଁବିଭିନ୍ନକାର୍ଯ୍ୟକ୍ରମସଂପର୍କରେ ଆଲୋଚନାକରିଥିଲେ ।ଅନ୍ୟତମ ଅତିଥି ଭାବେବରିଷ୍ଠନେତ୍ରୀଲେଖାଶ୍ରୀସାମନ୍ତ ସିଂହାରଯୋଗଦେଇ ପ୍ରତିମଣ୍ଡଳସ୍ତରରେ ଦଳୀୟବୈଠକ ଆୟୋଜନ କରାଯାଇସିଏଏ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କଲୋକାଭିମୁଖ୍ୟକାର୍ଯ୍ୟକ୍ରମରେସୁଫଳସଂପର୍କରେ ଆଲୋଚନାକରିବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଳାସଭାପତିଗୌତମରାୟଜିଲ୍ଲାର ଦଳୀୟସଂଗଠନ ସଦୃଢ ପାଇଁସମସ୍ତମିିଳିତ ଉଦ୍ୟମକରିବାକୁ ପରାମର୍ଶ ଦେବାସହ ଯାହାକୁଯେଉଁ ଦଳୀୟ ଦାୟିତ୍ୱ ଦିଆଯାଇଛିତାକୁଠିକଣାଢ଼ଙ୍ଗରେକରିବାକୁ ଆଲୋଚନାକରିଥିଲେ ।ଏହି ପରିପକ୍ଷରେ ଆଗାମୀ ଏକ ସପ୍ତାହମଧ୍ୟରେଜିଲ୍ଲାସମସ୍ତବୁଥ୍ ରେମଣ୍ଡଳସ୍ତରୀୟବୈଠକ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯିବାସହ ପ୍ରତ୍ୟେକମଣ୍ଡଳ ପାଇଁ ପ୍ରର୍ଯ୍ୟବେକ୍ଷକଚୟନ କରାଯାଇଥିଲା । ଏଥିରେବରୀରବିଶ୍ୱରଂଜନ ମଲ୍ଲିକ, କୋରେଇରବିଶ୍ୱଜିତ୍ ନାୟକ, ସୁକିନ୍ଦାର ପ୍ରଦୀପ ବଳସାମନ୍ତ, ଧର୍ମଶାଳାରତୁଷାର ପରିଡ଼ା, ଅମୀୟମଲ୍ଲିକ, ପବିତ୍ର ଦାସ, ସୀମନ୍ତିନିଜେନା, ଅପୁର୍ଣ୍ଣା ଧିରସିଂ ପ୍ରମୁଖନେତୃମଣ୍ଡଳୀଯୋଗ ଦେଇଥିଲେ । ଅନ୍ୟ ମାନଙ୍କମଧ୍ୟରେସୁଦୀପ୍ତ ପଣ୍ଡା, ଦେବଜାନୀ ପ୍ରଧାନ, ସୁରଜୀଲାଲ୍ସାମଲ, ସୁଧାଂଶୁଭଂଜ, ପ୍ରମୋଦ ନାୟକ, ବିକ୍ରମବିଶ୍ୱାଳ, ଇତିଶ୍ରୀଜେନା, ଅଚ୍ୟୁତା ନନ୍ଦ ଦାସ, ପ୍ରସନ୍ନସାମଲ ପ୍ରମୁଖ ଓ ସମସ୍ତମଣ୍ଡଳସଭାପତିଉପସ୍ଥିତରହି ଆଲୋଚନାର ଅଂଶଗ୍ରହଣକରିଥିଲେ ।