ଭୁବନେଶ୍ୱର: ବିଜେଡି ନେତା ଟିକେଟ ପାଇଁ ଗୁଣଗାନ କରାଯାଉଛି ବୋଲି କହି ଗୋଲକ ମହାପାତ୍ର । ଟିକେଟ ପାଇଁ ପାଣ୍ଡିଆନଙ୍କ ଗୁଣଗାନ କରୁଥିବା କହିଲେ ଗୋଲକ ମହାପାତ୍ର । ନିଜ ଚୌକିର ସୁରକ୍ଷା ଏବଂ କୃପା ଦୃଷ୍ଟିରୁ ବିଜେଡି ନେତା ଏଭଳି ବୟାନବାଜି କରୁଥିବା କହିଲେ ଗୋଲକ୍ । ସ୍ୱାର୍ଥ ଚରିତାର୍ଥ ପାଇଁ ଭ,ି ବୟାନବାଜି କରୁଥିବା କହିଛନ୍ଦି ଗୋଲକ ମହାପାତ୍ର ।