27.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡିର ମେନିଫେଷ୍ଟୋ ମିଛ : ସମୀର ମହାନ୍ତି

ବିଜେଡିର ମେନିଫେଷ୍ଟୋ ମିଛ : ସମୀର ମହାନ୍ତି

ଭୁବନେଶ୍ୱର : ବିଜୁଳି ବିଲ୍ ଛାଡ ନେଇ ବିଜେଡି ଇସ୍ତାହାରକୁ ମିଛ କହିଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ୨୪ ବର୍ଷ ହେଲା ବିଜୁଳି ଉପଭୋକ୍ତାଙ୍କୁ ଅଣଦେଖା କରାଯାଉଛି । ଆମ କୋଇଲା, ଆମ କାରଖାନା କିନ୍ତୁ ଚେନ୍ନାଇକୁ ଶସ୍ତାରେ ବିଜୁଳି । ୟୁନିଟ ପିଛା ଆମକୁ ୨.୮୪, ଚେନ୍ନାଇକୁ ୨.୫୩ ପଇସାରେ ବିକ୍ରି କରୁଛନ୍ତି । ଏହା କାହା ସ୍ୱାର୍ଥ ପାଇଁ କାମ ବୋଲି ପ୍ରଶ୍ନ କଲେ ସମୀର ମହାନ୍ତି । ଏଥିପାଇଁ ୫୦ ହଜାର କୋଟି କ୍ଷତି ସହୁଛ ଓଡିଶା, ଏହା କାହା ସ୍ୱାର୍ଥ ପାଇଁ । ଆଗରୁ ୫୦ ୟୁନିଟ ଛାଡ କହୁଥିଲେ, ଏବେ ୧୦୦ ୟୁନିଟ ଛାଡ କହୁଛନ୍ତି । ନିର୍ବାଚନ ଆସିଲେ ମିଛ ମେନିଫେଷ୍ଟୋ ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । କେତେୟୁନିଟ ଛାଡ କରିବ, ମେନିଫେଷ୍ଟୋରେ ସ୍ପଷ୍ଟତା ଚାହୁଁଛୁ ବୋଲି କହିଲେ ସମୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking