35.1 C
Bhubaneswar
Monday, June 17, 2024
Homeଓଡିଶାଘସିପୁରାରେ ବିଜେଡି ନେତା ଅଟକ

ଘସିପୁରାରେ ବିଜେଡି ନେତା ଅଟକ

ଘସିପୁରା : ଘସିପୁରାରେ ବିଜେଡିି ନେତା ଟୁଲୁ ସାହୁଙ୍କୁ ଅଟକ ରଖାଯାଇଛି । ତାଙ୍କୁ ରାମଚନ୍ଦ୍ରପୁର ପୋଲିସ୍ ଷ୍ଟେସନରେ ଅଟକ ରଖାଯାଇଛି ।  ସୁଚନା ଅନୂସାରେ , ନଗଦ ୫ ଲକ୍ଷ ଟଙ୍କା ସହ ପୋଷ୍ଟର ମଧ୍ୟ ଜବତ ହେବାର ସୂଚନା ମିଳିଛି । ସବୁଆଡେ ନିର୍ବାଚନ ପାଇଁ ଟଙ୍କା କାରବାର ହେଉଥିବା ବେଳେ , ସେ ମଧ୍ୟ ନଗଦ ଟଙ୍କା ବାଣ୍ଟୁଥିଲେ ଏବଂ ସୂଚନା ପାଇ ପୋଲିସ ତାଙ୍କୁ ରାମଚନ୍ଦ୍ରପୁର ଥାନାରେ ଅଟକ ରଖିଛି ।

ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking