20.1 C
Bhubaneswar
Saturday, February 14, 2026
Homeଓଡିଶାବସ ଦୁର୍ଘଟଣାରେ ବାଇକ ଆରୋହି ମୃତ, ଜଣେ ଗୁରୁତର

ବସ ଦୁର୍ଘଟଣାରେ ବାଇକ ଆରୋହି ମୃତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳିଙ୍ଗନଗର ସ୍ଥିତ ଜିନ୍ଦଲ ପାଖ ମୁଖ୍ୟ ରାସ୍ତାରେ ଏକ ବସ ଦୁର୍ଘଟଣାରେ ବାଇକ ଆରୋହି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଦାନ ଗଦୀ ଡାକ୍ତର ଖାନ ରେ ଚିକିତ୍ସା ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ରବିବାର ୨:୩୦ ମିନିଟ ସମୟରେ କଳିଙ୍ଗନଗର ସ୍ଥିତ ଜିନ୍ଦଲ ପାଖ ମୁଖ୍ୟ ରାସ୍ତାରେ ଏକ ବସ ଦୁର୍ଘଟଣାରେ ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ନଟିସାହି ବାସିନ୍ଦା ଅଭିମନ୍ୟୁ ମହାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକ ମାନେ ଟାୟାର ଜାଳି ଡ଼ୁବୁରୀ ଯାଜପୁରରୋଡ ରାସ୍ତାକୁ ଅବରୋଧ କରିବା ସହ ପୋଲିସକୁ ଦାୟୀ କରିଥିଲେ l ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଛି ।

ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ ପହଞ୍ଚି କ୍ଷୋଭ ପ୍ରକାଶ କରି ଥାନା ଅଧିକାରୀଙ୍କୁ ତାଗିତ କରିବା ଶହ ଦାୟୀ କରି ଥିବା ଦେଖିବାକୁ ମିଳିଛି । ଶ୍ରୀ ଘଡେଇ ଯାନ ବlହlନ ଚଳା ଚଳ ର ରୁଟ ଚେଞ୍ଜ ପାଇଁ ଯାଜପୁର ଏସପି ଜିଲ୍ଲା ପାଳ ଙ୍କୁ ଚିଠି ଲେଖି ଥିଲେ ଏହି ରାସ୍ତା ଟି ବେସ୍ତ ବହୁଳ ତେଣୁ ଆଉ ଏକ ରାସ୍ତା ରେ ଯାନ ବlହନ ପାଈ ଓଭର ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଜୁର ହୋଇ ଥିଲେ ମଧ୍ଯ କାର୍ଯ୍ୟ ବିଳମ୍ବ ହେତୁ ଦୃଘଟାନ ଘଟୁଛି ଓଭର ବ୍ରିଜ ନିର୍ମାଣ ସମ୍ପୃଣ ନ ହେବା ଯାଏଁ ରୁଟ ଚେଞ୍ଜ ପାଇଁ ପୁର୍ବ ତନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ଜିଲ୍ଲା ପୋଲିସ ପ୍ରଶାସନକୁ ଅବଗତ କରି ଥିଲେ ପୋଲିସ ଅଧିକାରୀ ମାନେ ଏହା କୁ ଗୁରୁତ୍ଵ ନ ଦେବାରୁ ଜନ ଜୀବନ ମାନଂକ ପ୍ରାଣ ଯାଉଛି ଏଥି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking