କଟକ : ବାରବାଟୀ ମ୍ୟାଚ ପାଇଁ ସୁରକ୍ଷା ସମୀକ୍ଷା କରାଯାଇଛି । ପୁଲିସ ସେବା ଭବନରେ ଗୁରୁତ୍ୱପୂଣ୍ଣ ବୈଠକ ଚାଲିଛି । କଡା ସୁରକ୍ଷାରେ ରହିଛି ବାରବାଟୀ ଷ୍ଟାଡିୟମ । ଏନେଇ ଟ୍ୱିନ ସିଟିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ । ୮ରେ ଅଭ୍ୟାସ ପାଇଁ କଡା ସୁରକ୍ଷାରେ କଟକ ଯିବେ ଖେଳାଳି ।