19.1 C
Bhubaneswar
Friday, November 22, 2024
Homeଓଡିଶାନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ

ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ତଥା ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ । ନୂଆଁଖାଇ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ନୂଆଁଖାଇରେ ବ୍ୟାଙ୍କ ଓ ବ୍ୟାଙ୍କି ସମ୍ପର୍କିତ ପ୍ରତିଷ୍ଠାନ ବନ୍ଦ ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସେପ୍ଟେମ୍ବର ୧ ଅର୍ଥାତ ନୂଆଖାଇ ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଜ୍ୟର ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ମଧ୍ୟ ଏହି ଦିନ ବନ୍ଦ ରହିବ । ସାରା ରାଜ୍ୟରେ ନୂଆଖାଇ ଦିନ ବ୍ୟାଙ୍କଗୁଡିକୁ ବନ୍ଦ କରିବା ପାଇଁ ରାଜସ୍ୱ ବିଭାଗ ଘୋଷଣା କରିଛି । ସେହିପରି ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଚଳିତବର୍ଷ ନୂଆଖାଇ ଚୁଟି ପ୍ରଦାନ କରାଯିବା ନେଇ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking