17.1 C
Bhubaneswar
Friday, December 20, 2024
Homeଓଡିଶାହାଇକୋର୍ଟରେ ବୈକୁଣ୍ଠଧାମ ମାମଲା: ଜାନୁଆରୀ ୩ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ବୈକୁଣ୍ଠଧାମ ମାମଲା: ଜାନୁଆରୀ ୩ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର  : ହାଇକୋର୍ଟରେ ବୈକୁଣ୍ଠଧାମ ଆଶ୍ରମ ମାମଲା । ଯୋଗ ସ୍କୁଲ ପାଇଁ ମିଳିଥିବା ଅନୁମତିପତ୍ର ନକଲି ପ୍ରସଙ୍ଗ । ଚିଠି ଯଦି ନକଲି ତେବେ ସତ୍ୟପାଠ ଦିଅ କହିଛି ହାଇକୋର୍ଟ । ଉଛଦେ  ରୋକିବାକୁ ଏହି ଚିଠି କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ କୋର୍ଟ କଟକଣା ଲଗାଇଥିଲେ । ଉଛେଦ ଉପରେ କଟକଣା  ଲଗାଇଥିଲେ କୋର୍ଟ । ଆଗକୁ ମଧ୍ୟ ଏହି କଟକଣା ଜାରି ରହିବ । ଜାନୁଆରୀ ୩ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking