27.1 C
Bhubaneswar
Friday, October 18, 2024
Homeଓଡିଶାରଜ୍ୟରେ ଆଗାମୀ ୬ ଦିନ କୋହଳ ପାଗ ସାଙ୍ଗକୁ ବର୍ଷା

ରଜ୍ୟରେ ଆଗାମୀ ୬ ଦିନ କୋହଳ ପାଗ ସାଙ୍ଗକୁ ବର୍ଷା

ଭୁବନେଶ୍ୱର : ରାଜ୍ୟର କୋହଲା ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବଙ୍ଗୋପ ସାଗରରେ ପ୍ରବାହିତ ଥଣ୍ଡା ବାୟୁ ପ୍ରଭାବରେ ତାପମାତ୍ରା କମିବାରୁ ଗରମରୁ ଆଶସ୍ତି ମିଳିଛି। ମାର୍ଚ୍ଚ ୬ ତାରିଖ ଯାଏ ଏଭଳି କୋହଲା ପାଗ ରହିବା ସହ ୬ ଦିନ ଯାଏ ବର୍ଷା ଲାଗି ରହିବ । ଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking