ଝରୀଗାଁ : ନବରଙ୍ଗପୁର ଜିଲା ଝରୀଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରିଜର୍ଭ ବ୍ୟାଙ୍କ ସମ୍ମନ୍ଵିତ ଲୋକପାଳ ଯୋଜନା ଉପରେ ଆଲୋକପାତ କରଯାଇଥିଲା । ଏଥିରେ ଗ୍ରାହକ କୌଣସି ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ କିମ୍ବା ପେମେଣ୍ଟ ସିଷ୍ଟମ ପାର୍ଟିସିପାଣ୍ଟଙ୍କ ସେବାରେ ସନ୍ତୁଷ୍ଟ ନୁହଁନ୍ତି କି ଉକ୍ତ ସଂସ୍ଥା ଅଭିଯୋଗର ସନ୍ତୋଷଜନକ ସମାଧାନ ୩୦ ଦିନ ମଧ୍ୟରେ କରୁନାହାନ୍ତି । ତେବେ ଗ୍ରାହକ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କୁ ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ କରିବାର ସହଜ ଉପାୟ ହେଲା ଆରବିଆଇ ପୋର୍ଟାଲ, ପତ୍ର କିମ୍ବା ଇ-ମେଲ ମାଧ୍ୟମରେ ଅଭିଯୋଗ କରିବାରିବେ । ଅଧିକ ଜାଣିବା ପାଇଁ ଆରବିଆଇ ଟୋଲ ଫ୍ରି ନଂ ୧୪୪୪୮ ରେ ବ୍ୟାଙ୍କ କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ । ଲୋକପାଳ କାର୍ଯ୍ୟ।ଳୟ ଦ୍ଵାରା ଏ ସବୁ ଅଭିଯୋଗର ସମାଧା ସମୟରେ ଯୋଗାଯୋଗ କରିହେବ । ଲୋକପାଳ କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ । ଲୋକପାଳ କାର୍ଯ୍ୟ।ଳୟ ଦ୍ଵାରା ଏ ସବୁ ଅଭିଯୋଗର ସମାଧାଜ୍ଳୟ ଦ୍ଵାରା ଏ ସବୁ ଅଭିଯୋଗର ସମାଧାନ ନିଶୁକ୍ଳ ଓ ଅଳ୍ପ ଦିନ ମଧ୍ୟରେ କରାଯିବ ବୋଲି ସଚେତନ କରିଥିଲେ । ଏବଂ ଏଠାରେ ଉପସ୍ଥିତ ଗ୍ରାହକ ମାନେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ କରିଥିଲେ । ଏହି କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ । ଲୋକପାଳ କାର୍ଯ୍ୟ।ଳୟ ଦ୍ଵାରା ଏ ସବୁ ଅଭିଯୋଗର ସମାଧାକ୍ରମରେ ମୁଖ୍ୟ ଅତିଥିଭାବେ (ଏସବିଆରଏସିଟିଆଇ) ଜି. ପ୍ରସାଦ,ସି.ଡି.ପି.ଓ,ଲିଡ଼ ବ୍ୟାଙ୍କ ଆସୋସିଏଟ ନୀଳାଞ୍ଚଳ ସାହୁ,ସମସ୍ତ ବ୍ୟାଙ୍କର ମ୍ୟାନେଜର, ଏଫଏଲସି କୋଡିନେଟର ଚନ୍ଦ୍ର ଶେଖର ପଟ୍ଟନାୟକ,ଓଏଲଏମ ବିପିସିଏ, ଏମବିକେ, ସିଆରପି ଏବଂ ବହୁ ବ୍ୟାଙ୍କ ଉପଭକ୍ତ ଯୋଗଦେଇଥିଲେ ।