29.1 C
Bhubaneswar
Saturday, May 4, 2024
Homeଓଡିଶାଅଟୋ ଭଡା ବୃଦ୍ଧି

ଅଟୋ ଭଡା ବୃଦ୍ଧି

ଭୁବନେଶ୍ୱର : ତୈଳଦର ବୃଦ୍ଧି ଓ କୋଭିଡ୍‌ କଟକଣା ପାଇଁ ୨ଜଣ ଯାତ୍ରୀ ପରିବହନ ଅନୁମତିକୁ ଦୃଷ୍ଟିରେ ରାଜଧାନୀ ଅଟୋରିକ୍ସା ମହାସଂଘ ଭଡା ବୃଦ୍ଧି କରିଛି । ମହାସଂଘର ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ୩ କିଲୋମିଟର ଯାତ୍ରୀ ପିଛା ୨୦ ଟଙ୍କା ଦେବାକୁ ପଡିବ। ଏହାଠାରୁ ଅଧିକ ହେଲେ ୧ କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ରିଜର୍ଭେସନ୍‌ ପାଇଁ ୩ କିଲୋମିଟରକୁ ଯାତ୍ରୀ ପିଛା ୫୦ ଟଙ୍କା। ଅଧିକ ହେଲେ ୧ କିଲୋମିଟର ପାଇଁ ୧୫ ଟଙ୍କା ଦେବାକୁ ପଡିବ। ମହାସଂଘର ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ ପ୍ରେସ୍‌ ବିବୃତିରେ ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking