18.1 C
Bhubaneswar
Saturday, November 23, 2024
Homeବ୍ରେକୀଙ୍ଗଓଡ଼ିଆ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ଓଡ଼ିଆ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ଭୁବନେଶ୍ୱର : ଇସ୍ରୋର ବୈଜ୍ଞାନିକ ତପନ ମିଶ୍ରକୁ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି ଏହା ନେଇ ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି ବୈଜ୍ଞାନିକ ତପନ ମିଶ୍ର ।ଏହି ହତ୍ୟା ଘଟଣା ତାଙ୍କର ବେଙ୍ଗାଲୁର ମୁଖ୍ୟାଳୟରେ ପ୍ରମୋସନ ପରୀକ୍ଷା ସମୟରେ ଘଟିଥିଲ । ତାଙ୍କୁୁ ଖାଇବାରେ (ଦୋସା ଓ ଚଟଣୀ) ଆର୍ସେନିକ ଟ୍ରାଓକ୍ସାଇଡ ମିଶାଇ ଖାଇବାକୁ ଦିଆଯାଇଥିଲା । ଏହା ଫଳରେ ତାଙ୍କୁ ଶ୍ୱାସକ୍ରୟା ,ଚର୍ମ ,ଫଙ୍ଗାଲ ଇନଫେକସନ ହୋଇଥିଲା । ତପନ ମିଶ୍ର ଏହି ସ୍ୱାସ୍ଥ୍ୟବସ୍ଥାର ଏମ୍ସ ମେଡିକାଲ ରିପୋର୍ଟ ମଧ୍ୟ ଦେଖାଇଛନ୍ତି ଓ ଲେଖିଛନ୍ତି ତାଙ୍କୁ ଗୁରୁତ୍ୱପୁର୍ଣ୍ଣ ପଦବୀରୁ ହଟାଇବାକୁ ଏପରି ଯୋଜନା କରାଯାଇଥିଲା । ସେ ବର୍ତ୍ତମାନ ଇସ୍ରୋର ସିନିଅର ଆଡଭାଇଇଜର ଭାବେ କାର୍ଯ୍ୟରତ ଅଛନ୍ତି । ସେ ଏହି ଘଟଣାର ତଦନ୍ତ କେନ୍ଦ୍ର ସରକାର କରନ୍ତୁ ବୋଲି ଦାବି କରିଛନ୍ତି । ତାଙ୍କୁ ୩ ବର୍ଷ ତଳେ ୨୦୧୭ରେ ମେ ୨୩ ତାରିଖରେ ବିଷ ଦେଇ ମାରିବାକୁ ଉଦ୍ୟମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking