30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶଦିଲ୍ଲୀ ଏମ୍ସରେ ମାଲ୍‌ୱେୟର୍ ଆଟାକ୍ ଉଦ୍ୟମ ବିଫଳ

ଦିଲ୍ଲୀ ଏମ୍ସରେ ମାଲ୍‌ୱେୟର୍ ଆଟାକ୍ ଉଦ୍ୟମ ବିଫଳ

ନୂଆଦିଲ୍ଲୀ : ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ମଙ୍ଗଳବାର ବୈଷୟିକ ତ୍ରୁଟି କାରଣରୁ ସର୍ଭର୍ ଡାଉନ୍ ହୋଇଯାଇଛି । ଏମ୍ସର ସାଇବର୍ ସେଫ୍ଟି ସିଷ୍ଟମ୍‌ରେ ଏକ ମାଲ୍‌ୱେର୍ ଆକ୍ରମଣ ହୋଇଥିବା ୨ଟା ୫୦ ମିନିଟ୍ ବେଳେ ଜଣାପଡ଼ିଥିଲା । ତେବେ ଏକ୍ସପର୍ଟମାନେ ଏହି ଆକ୍ରମଣକୁ ଫେଲ୍ କରିଦେଇଥିବା ଏମ୍ସ ପକ୍ଷରୁ ଏକ ଟ୍ୱିଟ୍‌ରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking