22.1 C
Bhubaneswar
Friday, December 5, 2025
Homeଓଡିଶାବିଜେଡ଼ି ପାଇଁ ଭୋଟ ମାଗିଲେ ଅତନୁ

ବିଜେଡ଼ି ପାଇଁ ଭୋଟ ମାଗିଲେ ଅତନୁ

ନୂଆପଡ଼ା: ଆଜି ନୂଆପଡା ଏନଏସିର “ୱାର୍ଡ ନଂ ୧ରେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପଦ ଯାତ୍ରା କରି ଭୋଟ ଭିକ୍ଷା କରିଥିଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବରଗଡ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ । ଶ୍ରୀ ନାୟକ କହିଥିଲେ ଯେ ଆଜି ନୂଆପଡାରେ ଯାହା ସବୁ କାମ ହୋଇଛି ତାହା କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହୋଇଛି । ଏଥର ମଧ୍ୟ ଆପଣ ମାନେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେଇ ବିଜେଡିକୁ ଜୟ ଯୁକ୍ତ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking