30.1 C
Bhubaneswar
Wednesday, June 26, 2024
Homeଓଡିଶାଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ପୁରୀ : ଅରବିନ୍ଦ ପାଢୀଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ । ବର୍ତ୍ତମାନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ । ୨୧ ଦିନ ଛୁଟୀରେ ଅଛନ୍ତି ବୀର ବିକ୍ରମ ଯାଦବ । ଫଳରେ ତାଙ୍କ ଅନୁପସ୍ଥିତିରେ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ଦାୟିତ୍ୱ ଗ୍ରହଣ ପରେ ଡ଼. ପାଢୀ ମହାପ୍ରଭୁଙ୍କୁ ଦର୍ଶନ କରି ମନ୍ଦିର ରୀତିନୀତି ସଂପର୍କରେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟସଭା ସଦସ୍ୟତା ଛାଡ଼ିବା ନେଇ ମୁହଁ ‌ଖୋଲିଲେ ସ୍ବାତୀ ମାଲିୱାଲ୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking