34.1 C
Bhubaneswar
Saturday, May 18, 2024
Homeଅପରାଧସିଏମଏମୟୁର ଲାଞ୍ଚୁଆ ମ୍ୟାନେଜେର ଗିରଫ

ସିଏମଏମୟୁର ଲାଞ୍ଚୁଆ ମ୍ୟାନେଜେର ଗିରଫ

ବାରିପଦା : ୩୪ ହଜାର ଲାଞ୍ଚ ନେଇ ସିଏମଏମୟୁ ମ୍ୟାନେଜେର ଗିରଫ | ସିଟି ମିଶନ ମ୍ୟାନେଜମେଣ୍ଟ ୟୁନିଟ ମ୍ୟାନେଜେରମ ମନୋରଞ୍ଜନ ପାଣିଗ୍ରାହୀ | ଏସଏଚଜି ର ୱାର୍କ ଅର୍ଡ଼ର ରିନୁଆଲ କରାଇବାକୁ ଲାଞ୍ଚ ନେଉଥିଲେ | ୩୪ ହଜାର ପରେ ଆଉ ତିନି ଲକ୍ଷ ମାଗିତିଲେ ମ୍ୟାନେଜେର | ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ ସମ୍ପୃକ୍ତ ଗ୍ରୁପ ର ମହିଳା | ଏତେଲା ପରେ ସମ୍ପୃକ୍ତ ମ୍ୟାନେଜେରଙ୍କୁ ଗିରଫ କଲା ପୋଲିସ |

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା: ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ୫ ମୃତ ୧୦ ନିଖୋଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking