Homeଅପରାଧବନ୍ଧା ହେଲେ ଠକ ମହିଳା ଅପରାଧଓଡିଶାଗଞ୍ଜାମ ବନ୍ଧା ହେଲେ ଠକ ମହିଳା By Ona Khabara 10/11/2024 Share FacebookTwitterPinterestWhatsAppLinkedinReddItTelegram ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ମହିଳା ଗିରଫ। ଆକାଉଣ୍ଟାଣ୍ଟକୁ ଗିରଫ କରି କୋର୍ଟଚାଲାଣ କଲା ସଦର ଥାନା ପୋଲିସ । ଘରୋଇ କମ୍ପାନୀର ୭ ଲକ୍ଷ ୨୨ ହଜାର ଟଙ୍କା ଲୁଟାଇଥିବା ନେଇ ସୂଚନା । ଆଦାୟ ଟଙ୍କାକୁ କମ୍ପାନୀର ଆକାଉଣ୍ଟରେ ଜମା କରିନଥିଲେ । Share FacebookTwitterPinterestWhatsAppLinkedinReddItTelegram Previous article୫୦ ଟଙ୍କା ପାଇଁ ମହାଭାରତ: ୩ ଗୁରୁତରNext articleବିଜେଡି ମିଛ ବୟାନ ବାଜି ନ କରିବା ଉଚିତ: ପୃଥ୍ୱୀରାଜ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଶିଶୁ ଓ ନବଜାତକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସାମଗ୍ରିକ ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା:... ଓଡିଶା ଡିସେମ୍ବର ୧ରୁ ଲାଗୁ ହେବ ନୂତନ ନିୟମ: ଜାଣନ୍ତୁ କ’ଣ ଓଡିଶା ଟ୍ରେନ୍ରେ ଚୋରା ବନ୍ଧୁକ ଚାଲାଣ: ଏସଟିଏଫ୍ ଜାଲରେ ୨ ଅଭିଯୁକ୍ତ ଓଡିଶା ରାଜ୍ୟ ବାଉଁଶ ନୀତି ପ୍ରଣୟନ ଦିଗରେ ଓଡ଼ିଶାର ପ୍ରଥମ ପଦକ୍ଷେପ