ଭୁବନେଶ୍ୱର : ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଅର୍ଚ୍ଚନା ନାଗ । ହନିଟ୍ରାପ କ୍ୱିଇନ ଅର୍ଚ୍ଚନା ନାଗ କାର୍ଟରେ ହାଜର । ବ୍ଲାକମେଲିଂ ମାମଲାରେ ହାଜର କଲା ପୋଲିସ । ଗିରଫ ହେବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଅର୍ଚ୍ଚନା । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି କୋର୍ଟରେ ହାଜର । କୋର୍ଟରେ ଜାମିନ ଆବେଦନ କଲେ ଅର୍ଚ୍ଚନା । ୪ ଟାରେ ହେବ ଶୁଣାଣି ।
କୋର୍ଟକୁ ଗଲାବେଳେ ଗଣମାଧ୍ୟମକୁ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା । ମିଛ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି କହିଲେ ଅର୍ଚ୍ଚନା । ବିନା କୈାଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନ କରିବାକୁ କହିଲେ ।