ଭୁବନେଶ୍ୱର : ଅଗ୍ନିଶମ ବିଭାଗରେ ନିଯୁକ୍ତି ନେଇ ଟାଳଟୁଳି ନୀତି । ଧାରଣାରେ ନିଯୁକ୍ତିପତ୍ର ମିଳିଥିବା ଯୋଗ୍ୟପ୍ରାର୍ଥୀ । ଫେବ୍ରୁାରି ୬ ତାରିଖରେ ମିଳିଥିଲା ନିଯୁକ୍ତିପତ୍ର । ନିଯୁକ୍ତିପତ୍ର ଅନୁଯାୟୀ ୧୨ ତାରିଖ ଥିଲା ନିଯୁକ୍ତି ଦିନ । ୬ ମାସ ହେଲା କାର୍ଯ୍ୟରେ ଯୋଗଦେବାକୁ ମିଳିଛି ସୁଯୋଗ ।