27.1 C
Bhubaneswar
Saturday, October 19, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଟୁଇଟ୍ ଯୋଗେ ଜଣାଇଲେ ଅପରାଜିତା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲି , ନିଜ ରିପୋର୍ଟ କାର୍ଡ ପ୍ରଦାନ କଲି । ଭୁବନେଶ୍ୱରରେ ଟାଟା କ୍ୟାନସର ହସ୍ପିଟାଲ ଅନୁମତି ପାଇଁ କୃତଜ୍ଞତା ଜଣାଇଲି ।ଭୁବନେଶ୍ୱର ତଥା ରାଜ୍ୟର ୩୭୫ ଜନ ଔଷଧ ରକେନ୍ଦ୍ର ନେଇ ଆଲୋଚନା କଲି । ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ ଆଶୀର୍ବାଦ ଭିକ୍ଷା କଲି ଲେଖିଛନ୍ତି ଅପରାଜିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking