30.1 C
Bhubaneswar
Sunday, June 30, 2024
Homeଓଡିଶାସମ୍ବଲପୁରରେ ପୁଣି ଉତ୍ତେଜନା, ମୃତଦେହ ରଖି ରାସ୍ତାରୋକ

ସମ୍ବଲପୁରରେ ପୁଣି ଉତ୍ତେଜନା, ମୃତଦେହ ରଖି ରାସ୍ତାରୋକ

ସମ୍ବଲପୁର : ସମ୍ବଲପୁରରେ ବସ୍ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପୁଣି ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ରସ୍ତାରୋକ । ବ୍ୟବଚ୍ଛେଦ ପରେ ମୁଦିପଡାରେ ମୃତଦେହ ରଖି ରାସ୍ତାରୋକ । ସନ୍ଧ୍ୟା ୬ଟା ପରେ ଗଡି ଚଳାଚଳ ବନ୍ଦ ଓ ୫୦ ଲକ୍ଷ କ୍ଷତିପୂରଣ ଦାବି । ପୋଲିସ ଅଟକ ରଖିଥିବା ଲୋକଙ୍କୁ ଛାଡିବା ଦାବିରେ ରାସ୍ତାରୋକ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ମୁତୟନ ।

ଘାଟିରେ ଓଲଟିଲା ଟ୍ରକ୍‌; ଗାଡ଼ି ସହ ଜଳିଗଲେ ଡ୍ରାଇଭର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking