27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମଣିଷକୁ ମିଳିଲା ପୃଥିବୀ ଭଳି ଆଉ ଏକ ନୂଆ ଗ୍ରହ

ମଣିଷକୁ ମିଳିଲା ପୃଥିବୀ ଭଳି ଆଉ ଏକ ନୂଆ ଗ୍ରହ

ଭୁବନେଶ୍ୱର: ମଣିଷକୁ ମିଳିଲା ପୃଥିବୀ ଭଳି ଆଉ ଏକ ନୂଆ ଗ୍ରହ । ଏହି ନୂଆ ଗ୍ରହଟି ହେଉଛି ଏକ ପଥୁରିଆ ଗ୍ରହ ଭଳି । ପଥୁରିଆ ହେଲେ ବି ଏହି ଗ୍ରହରେ ପାଣି ଥିବା କହିଛନ୍ତି ବୈଜ୍ଞାନିକ । ଏହି ଗ୍ରହରେ ପାଣି ରହିଥିବାରୁ ଲୋକମାନେ ଏଠାରେ ବସବାସ କରିପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବୈଜ୍ଞାନିକମାନେ ଅନେକ ଖୋଜାଖୋଜି ପରେ ଏଭଳି ଏକ ଗ୍ରହ ପାଇଛନ୍ତି । ଯାହାର ନାଁ ହେଉଛି ଏକ୍ସୋପ୍ଲାନେଟ୍ । ବର୍ତ୍ତମାନ ସୁଦ୍ଧା ୫୨୦୦ ଟିଏକ୍ସୋପ୍ଲାନେଟ ମିଳିଥିବାର ଜଣାପଡିଛି । ଏହି ଗ୍ରହଟି ଖୋଜିବା ପାଇଁ ୫୦ରୁ ଅଧିକ ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିବାକୁ ଲାଗିପଡିଥିଲେ । ଏହି ଗ୍ରହ ପୃଥିବୀଠାରୁ ୧.୨୬ ଗୁଣ ଓଜନ ଅଧିକ ଏବଂ ୧.୦୮ ଗୁଣା ବଡ ଅଟେ । ଏହି ଗ୍ରହରେ ମଣିଷ ଆରାମରେ ଚଳିପାରିବ ଜ୍ଝ ଆଉ ଏଠାକାର ତାପମାତ୍ରା ମଣିଷ ମାନଙ୍କ ପାଇଁ ବେଶ ଉପଯୋଗୀ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking