25.1 C
Bhubaneswar
Thursday, April 30, 2026
Homeଖେଳବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ୨୮୦ ରନରେ ଜିତିଲା ଭାରତ

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ୨୮୦ ରନରେ ଜିତିଲା ଭାରତ

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ବଡ଼ ବିଜୟ। ବ୍ୟାଟରଙ୍କ ପରେ ଯାଦୁ ଦେଖାଇଛନ୍ତି ବୋଲର୍। ୨୮୦ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ହାସଲ କରିଛି ରୋହିତ ବାହିନୀ।

ଚେନ୍ନାଇରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିଲା। ଏହାପରେ ଦ୍ୱିତୀଳ ପାଳିରେ ବାଂଲାଦେଶ ୧୪୯ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା। କିନ୍ତୁ ବାଂଲାଦେଶ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। ଫଳରେ ଏହି ମ୍ୟାଚକୁ ୨୮୦ ରନରେ ଜିତି ନେଇଛି ଭାରତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking