33.1 C
Bhubaneswar
Saturday, October 5, 2024
Homeଓଡିଶାଆଉ ଏକ ଛୁଆ ହାତୀର ମୃତ୍ୟୁ

ଆଉ ଏକ ଛୁଆ ହାତୀର ମୃତ୍ୟୁ

ପୋଲସରା:ଧାନ ବିଲରେ ପଡିଛି ଛୁଆହାତୀର ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ପଡିଛି ମୃତଦେହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା କୌଣସି ବନ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଡିରେ ଅର୍ଚ୍ଚନାଙ୍କ ବାପା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking