27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଦେଶରେ ପୁଣି ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ଦେଶରେ ପୁଣି ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ଶହ ୫୧ ପଜିଟିଭ୍ । ଯାହାକି ଗତ ୫ ମାସରେ ସର୍ବାଧିକ । ଶେଷ ଥର ଗତ ଅକ୍ଟୋବର ମାସରେ ସର୍ବାଧିକ ୨୨ଶହ ୮ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ୍ ହାର ରହିଛି୧.୫୧ ପ୍ରତିଶତ । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୭ ଜୀବନ । ମୃତକଙ୍କ ଭିତରେ କେରଳ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏ ଏବଂ କର୍ଣ୍ଣାଟକରେ ଜଣେ ଅଛନ୍ତି । ଦେଶରେ କରୋନା ଆକ୍ଟିଭ୍ କେସ୍ ୧୧ ହଜାର ୯୦୩କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking