31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକଂଗ୍ରେସ ଇସ୍ତାହାରରେ ଆମେରିକା ନଦୀ : ସୁଧାଂଶୁ ତ୍ରିବେଦୀ

କଂଗ୍ରେସ ଇସ୍ତାହାରରେ ଆମେରିକା ନଦୀ : ସୁଧାଂଶୁ ତ୍ରିବେଦୀ

ନୂଆଦିଲ୍ଲୀ : କଂଗ୍ରେସ ଇସ୍ତିହାରରେ ଆମେରିକା ନଦୀ ଫଟୋ ଥିବା କହିଲା ବିଜେପି । ପ୍ରେସମିଟ୍‌ରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ପ୍ରତିକ୍ରିୟା । କଂଗ୍ରେସ ଇସ୍ତିହାରରେ ଜଳ ପରିଚାଳନା ନେଇ ପ୍ରତିଶ୍ରୁତି ରହିଛି । ଜଳ ପରିଚାଳନା ବିଷୟରେ ଲାଗିଥିବା ଫଟୋ ଆମେରିକାର ଏକ ନଦୀର । ଆମେରିକା ନ୍ୟୁୟର୍କର ବଫାଲୋ ନଦୀର ଫଟୋ ଲାଗିଛି ବୋଲି କହିଲେ ସୁଧାଂଶୁ । ଇସ୍ତିହାରର ପରିବେଶ ଚାପ୍ଟରରେ ଥାଇଲାଣ୍ଡ ଫଟୋ ବି ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking