26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଏହି ସବୁ ଜିନିଷ ତ୍ୱଚାରେ ଲଗାଇଲେ ଚମକ ବୃଦ୍ଧି ପାଇଥାଏ

ଏହି ସବୁ ଜିନିଷ ତ୍ୱଚାରେ ଲଗାଇଲେ ଚମକ ବୃଦ୍ଧି ପାଇଥାଏ

ନୂଆଦିଲ୍ଲୀ: ତ୍ୱଚା ପାଇଁ ସଭିଏଁ ପ୍ରସାଧନ ସାମଗ୍ରୀ ସହ ବିିଭିନ୍ନ ଫେସ୍‌‌ପ୍ୟାକ୍‌‌ ମଧ୍ୟ ବ୍ୟବହାର କରି ଥାଆନ୍ତି। ତେବେ ଏଭଳି କିଛି ଘରୋଇ ସରଳ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ସେହିଭଳି ଏକ ଘରୋଇ ଉପାୟ ହେଉଛି କଦଳୀ ଚୋପା। ଅଧିକାଂଶ ସାଧାରଣତଃ କଦଳୀ ଖାଇ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି। କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ସେଭଳି ଜାଣନ୍ତୁ ତ୍ୱଚା ପାଇଁ ଏହାର ଚୋପା କେତେ ଉପକାରୀ।

କଦଳୀ ଚୋପାରେ ପ୍ରାକୃତିକ ତୈଳ ଥାଏ। ଯାହା ପ୍ରାକୃତିକ ଭାବେ ତ୍ୱଚାର ଶୁଷ୍କପଣ ଦୂର କରି ନରମ କରିଥାଏ। ଭିଟାମିନ ଏରେ ଭରପୁର କଦଳୀ ଚୋପା, ତ୍ୱଚାକୁ ଖୁବ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ। କଳଦୀ ଚୋପାରେ ତ୍ୱଚାକୁ ମାଲିସ କରିବା ଦ୍ୱାରା ମୁହଁ ଓ ଆଖିତଳର କଳାଦାଗ ଦୂର ହୋଇଥାଏ। ତ୍ୱଚାରେ କୁଞ୍ଚନ ସମସ୍ୟା ଥିଲେ କଦଳୀ ଚୋପାର ନିଶ୍ଚୟ ବ୍ୟବହାର କରନ୍ତୁ। ତ୍ୱଚାର ସନ୍‌‌ ବର୍ନ, ଜଳାପୋଡା, କୁଣ୍ଡାଇବା ସମସ୍ୟାକୁ ଏହା ଦୂର କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking