27.1 C
Bhubaneswar
Sunday, July 7, 2024
Homeଓଡିଶାଆଦିତ୍ୟ ମାଢୀଙ୍କ ବିୟୋଗ

ଆଦିତ୍ୟ ମାଢୀଙ୍କ ବିୟୋଗ

ଭୁବନେଶ୍ୱର : ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ବିୟୋଗ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ପରଲୋକ । କିଡନୀ ଜନିତ ରୋଗରେ ପୀଡିତ ଥିଲେ ଆଦିତ୍ୟ । ମାଲକାନଗିରିର ପୂର୍ବତନ ବିଧାୟକ ଆଦିତ୍ୟ । ଆଦିତ୍ୟ ମାଢୀ ୨୦୧୯ରୁ ୨୦୨୪ ଯାଏଁ ଥିଲେ ବିଧାୟକ । ଆଦିତ୍ୟ ମାଢ଼ୀ ୧୯୭୪ ମସିହାର ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦ୍ମ ଚରଣ ମାଢ଼ୀ ଓ ପତ୍ନୀଙ୍କ ନାମ ନନ୍ଦିନୀ ମାଢ଼ୀ । ଆଦିତ୍ୟ ମାଢ଼ୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ।

ବିଦ୍ୟୁତ ରଂଜନ ଷଡଙ୍ଗୀ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking