27.1 C
Bhubaneswar
Friday, September 20, 2024
Homeବଲିଉଡସିକ୍ସ ପ୍ୟାକକୁ ନେଇ ମୁହଁ ଖୋଲିଲେ ଅଭିନେତା ମନୋଜ ବାଜପେୟୀ

ସିକ୍ସ ପ୍ୟାକକୁ ନେଇ ମୁହଁ ଖୋଲିଲେ ଅଭିନେତା ମନୋଜ ବାଜପେୟୀ

ମୁମ୍ବାଇ:  ଅଭିନେତା ମନୋଜ ବାଜପେୟୀଙ୍କର ନୂଆବର୍ଷରେ ଏକ ଶର୍ଟଲେସ ଫୋଟୋ, ସିକ୍ସ ପ୍ୟାକ ଚେହେରା ଦଶର୍କଙ୍କୁ ବେଶ ପସନ୍ଦ ଆସିଥିଲା । ଏବେ ମନୋଜ ଏହି ଚେହେରାର ସତ୍ୟତା ସମ୍ପର୍କରେ ଖୁଲାସା କରିଛନ୍ତି । କିଲର ସୁପର ପ୍ରଚାର ପାଇଁ ଏହି ଫଟୋକୁ ରୂପାନ୍ତରିତ କରାଯାଇଛି । ନେଟଫ୍ଲିକ୍ସ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏ ଭଳି କରିଛି । ଏହି ଫିଲ୍ମରେ ମନୋଜଙ୍କ ସହ କୋଙ୍କଣ ସେନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏହା ପରେ ମନୋଜ ଡିସକଭରୀ ପ୍ଲସରେ ସିକ୍ରେଟ୍ସ ଅଫ ଦି ବୁଦ୍ଧ ରିଲେକ୍ସକୁ ଉପସ୍ଥାପନ କରିବେ । ଏହା ଜାନୁୟାରୀ ୨୨ରେ ପ୍ରଦର୍ଶିତ ହେବ । ମନୋଜଙ୍କ ଏ ଭଳି ଲୁକ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏପରିକି ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ତାଙ୍କୁ ପ୍ରଶଂସା କରି ଛୁପେ ରୁସ୍ତମ ବୋଲି କହିଥିଲେ । ସେ ଯାହା ହେଉ ନେଟଫ୍ଲିକ୍ସର ପ୍ରଚାର ଗ୍ରୁପ ଯାହା ଚାହୁଁଥିଲେ ସେଥିରେ ସେମାନେ ସଫଳ ହୋଇଛନ୍ତି ବୋଲି ମନୋଜ ହସି କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking