32.1 C
Bhubaneswar
Sunday, June 1, 2025
Homeଓଡିଶାଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ସମ୍ବଲପୁର ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ୧୦ ଏପ୍ରିଲରେ ଭିସୁଟ୍‌ର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡ଼ି ମୃତ୍ୟୁବରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ । ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି । କିଛି ଛାତ୍ରଙ୍କ ଗ୍ରେଡ୍‌ କମାଇ “ଏଫ୍‌” କରିବାକୁ ନିଷ୍ପତ୍ତି ହେବା ସହ ୫ ହଜାର ଟଙ୍କା ଫାଇନ୍‌ ହୋଇଛି । ସେହିପରି ଡିଏସ୍‌ଡବ୍ଲୁ ତତ୍ତ୍ବାବଧାନରେ ସାମାଜିକ କାମ କରିବାକୁ ନିର୍ଦ୍ଦେଶ ହୋଇଛି । ସୂଚନା ଅନୁସାରେ ଭିସୁଟ୍‌ ଛାତ୍ରଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ନଯିବା ପାଇଁ କଟକଣା ଲାଗିଥିଲା। ହେଲେ ଛାତ୍ରଛାତ୍ରୀ ଏହାକୁ ମାନିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking