23.1 C
Bhubaneswar
Saturday, February 8, 2025
Homeଓଡିଶାଦୁର୍ଘଟଣା: ୩ ବର୍ଷରେ ୧୬,୨୮୭ ମୃତ: ମନ୍ତ୍ରୀ

ଦୁର୍ଘଟଣା: ୩ ବର୍ଷରେ ୧୬,୨୮୭ ମୃତ: ମନ୍ତ୍ରୀ

ଭୁବନେଶ୍ୱର: ୩ ବର୍ଷରେ ଦୁର୍ଘଟଣାରେ ମାରିଛନ୍ତି ୧୬ ହଜାର ୨୮୭ ଜଣ । ସଡକ ଦୁର୍ଘଟଣାରେ ୩୦, ୪୫୩ ଲାକ ଆହତ ହୋଇଛନ୍ତି । ଏ ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । ଆଜି ବିଧାନସଭାର ସପ୍ତମ ଦିନ ସୁରୁଖୁରରେ ଚାଲିଛି ଗୃହରେ ପ୍ରଶ୍ନଉତ୍ତର । ବାଚସ୍ପତି ସୁରମା ପାଢ଼ୀଙ୍କ ଉପସ୍ଥିତିରେ ଶାନ୍ତି , ଶୃଙ୍ଖଳା ସହିତ ଚାଲିଛି ପ୍ରଶ୍ନକାଳ ସମସ୍ତ ଦଳ ର ମନ୍ତ୍ରୀ ଙ୍କ ସମେତ ବିଧାୟକ ମାନେ ପ୍ରଶ୍ନ କରୁଥିବା ବେଳେ , ମନ୍ତ୍ରୀ ମାନେ ଏହାର ଉତ୍ତର ରଖୁଛନ୍ତି । ତେବେ ଦୁର୍ଘଟଣାକୁ ନେଇ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । ୩ ବର୍ଷରେ ୧୬ , ୨୮୭ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଗୃହରେ କହିଛନ୍ତି ପରିବହନ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking