29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଗଛକୁ ପିଟିଲା କାର୍ : ୨ ମୃତ, ୨ ଗୁରୁତର

ଗଛକୁ ପିଟିଲା କାର୍ : ୨ ମୃତ, ୨ ଗୁରୁତର

ବଲାଙ୍ଗିର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ, ୨ ଗୁରୁତର । ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ସଗାରପାଲି ଛକ ନିକଟରେ ଏକ ଗଛକୁ ଧକ୍କା ଦେଇଥିଲା କାର୍‌ ।ମୃତକ ୨ଜଣ ହେଲେ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ବ୍ରମ ଓ ସତ୍ୟଜିତ୍‌ ମାଦଳା । ଅନ୍ୟ ୨ ଗୁରୁତରଙ୍କୁ ବଲାଙ୍ଗିର ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking