ଭଞ୍ଜନଗର: ଜଗନ୍ନାଥପ୍ରସାଦ ମଣ୍ଡିକୁ ଉପଜିଲ୍ଲାପାଳଙ୍କ ହଠାତ୍ ପରିଦର୍ଶନ । ୩ ମଣ୍ଡି ନୋଡାଲ୍ ଅଫିସର୍, ୪ କ୍ୱାଲିଟି ଆନାସିସିସ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ମଣ୍ଡିରୁ ଧାନ ନ ଉଠିବା ଓ ଚାଷୀ ଟୋକେନ୍ ପାଇନଥିବା ମଧ୍ୟ ଅଭିଯୋଗ ।