26.1 C
Bhubaneswar
Thursday, April 16, 2026
Homeଓଡିଶାଅପହୃତ ଯବାନଙ୍କ ମୃତଦେହ ମିଳିଲା

ଅପହୃତ ଯବାନଙ୍କ ମୃତଦେହ ମିଳିଲା

ନୂଆଦିଲ୍ଲୀ : ଅପହୃତ ଯବାନଙ୍କ ମୃତଦେହ ମିଳିଲା । ମଙ୍ଗଳବାର ଜମ୍ମୁ କଶ୍ମୀରର ଅନନ୍ତନାଗର ଜଙ୍ଗଲରୁ ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହୃତ କରି ନେଇଯାଇଥିଲେ। ଜଣେ ଯବାନ କୌଶଳ ମତେ ଆତଙ୍କୀଙ୍କ କବଳରୁ ଖସି ପଳାଇ ଆସିଥିଲେ। ହେଲେ ଅନ୍ୟ ଜଣେ ନିଖୋଜ ଯବାନଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା । ଆଜି ପଥରୀବଲ ଜଙ୍ଗଲରୁ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ଜଣକ ହିଲାଲ ଅହମ୍ମଦ ବୋଲି ଜଣାପଡିଛି । ଆତଙ୍କବାଦୀମାନେ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି। କାରଣ ମୃତ ଯବାନଙ୍କ ଶରୀରରେ ଏକାଧିକ ଗୁଳିମାଡର ଚିହ୍ନ ଦେଖିବାକୁ ମିଳିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking