25.1 C
Bhubaneswar
Tuesday, October 22, 2024
Homeଓଡିଶାବାଲେଶ୍ୱର ମେଡିକାଲରେ ଲାଗିଲା ନିଆଁ

ବାଲେଶ୍ୱର ମେଡିକାଲରେ ଲାଗିଲା ନିଆଁ

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ନିଆଁ । ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । AC ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ପ୍ରଥମ ମହଲା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମରେ ପ୍ରଥମେ AC ସର୍ଟ ସର୍କିଟ ହୋଇଥିଲା । ଏହା ପରେ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ମେଡିକାଲ୍ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ରୋଗୀ ଓ ସମ୍ପର୍କିୟଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking