26.1 C
Bhubaneswar
Tuesday, September 17, 2024
Homeଓଡିଶାନାବାଳକ ଗାଡ଼ି ଚାଳକଙ୍କୁ ୨୭ ହଜାର ଜରିମାନା

ନାବାଳକ ଗାଡ଼ି ଚାଳକଙ୍କୁ ୨୭ ହଜାର ଜରିମାନା

ପୁରୀ: ପୁରୀ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରବୀନ ପଟ୍ଟନାୟକ ଓ ସମୁଦ୍ରକୂଳ ଥାନା ପୋଲିସର ମିଳିତ ସହଯୋଗରେ ସମୁଦ୍ରକୂଳ ଥାନା ଅଞ୍ଚଳରେ ଗାଡି ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ୧୬ ବର୍ଷରୁ କମ୍ ବୟସର ଜଣେ ନାବାଳକ ମୋଟର ସାଇକେଲ ଚାଳକଙ୍କ ନାଁରେ ମୋଟା ଅଙ୍କର ଜରିମାନା କଟାଯାଇଛି । ୧୮ ବର୍ଷରୁ କମ୍ ବୟସରେ ଗାଡ଼ି ଚଲାଇଥିବା କାରଣରୁ ୨୫ ହଜାର ଟଙ୍କା ଜରିମାନା କଟାଯାଇଥିବା ବେଳେ ଇନ୍ସୁରାନ୍ସ ବା ବୀମା ନଥିବାରୁ ୨୦୦୦ ଟଙ୍କା ଜରିମାନା କଟିଥିଲା । ସମୁଦ୍ରକୂଳ ଥାନା ଆଇଆଇସି ମାନସ ରଞ୍ଜନ ଚକ୍ରଙ୍କ ସୂଚନା କ୍ରମେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ତାଙ୍କୁ କାବୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking