26.1 C
Bhubaneswar
Thursday, July 25, 2024
Homeଓଡିଶାଠାବ ହେଲା ନକଲି ଜର୍ଦ୍ଧା କାରଖାନା

ଠାବ ହେଲା ନକଲି ଜର୍ଦ୍ଧା କାରଖାନା

ଭଦ୍ରକ: ଭଦ୍ରକରେ ଏକ ନକଲି ଜର୍ଦ୍ଧା କାରଖାନା ଠାବ କରାଯାଇଛି । ଉକ୍ତ କାରଖାନାରେ ୬୫ ଲକ୍ଷର ନକଲି ଜର୍ଦ୍ଧା ଜବତ କରାଯାଇଛି । ଭଦ୍ରକ ପୁରୁଣାବଜାର ହେଲାସାହିରୁ ଉକ୍ତ ନକଲି ଜର୍ଦ୍ଧା ଜବତ କରାଯାଇଛି । ବିଭିନ୍ନ କମ୍ପାନୀର ନାମଦାବୀ ଲଗୋ, ଷ୍ଟିକର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।  ପ୍ରକାଶ ଯେ ରାଜ୍ୟରେ ଗତ କିଛି ବର୍ଷ ହେଲା ବିଭିନ୍ନ ନକଲି କାରଖାନା ଠାବ ହେଉଛି । ମୁଖ୍ୟତଃ କଟକରୁ ବହୁ ନକଲି କାରଖାନା ଠାବ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking