26.1 C
Bhubaneswar
Tuesday, September 17, 2024
Homeଓଡିଶାଚାଷ ଜମିରୁ ଅଜଣା ଯୁବକଙ୍କ ମୢତଦେହ ଉଦ୍ଧାର

ଚାଷ ଜମିରୁ ଅଜଣା ଯୁବକଙ୍କ ମୢତଦେହ ଉଦ୍ଧାର

ନୂଆପଡ଼ା: ରେଲୱେ ଷ୍ଟେସନ ନିକଟ ଏକ ଚାଷ ଜମିରୁ ଉଲଗ୍ନ ଅବସ୍ଥାରେ ଅଜଣା ଯୁବକଙ୍କ ମୢତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ନୂଆପଡା ସଦର ଥାନା ରେଲୱେ ଷ୍ଟେସନ ଯିବା ରାସ୍ତାର ଚାଷ ଜମିରେ ଜଣେ ଅଜଣା ଯୁବକଙ୍କ ଶବ ପଡି ଥିବା ଦେଖି ସ୍ଥାନୀୟ ଲୋକେ ନୂଆପଡା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି । ଏଯାଏ ମୢତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ମୢତକଙ୍କ ପରିଚୟ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking