31.1 C
Bhubaneswar
Sunday, May 19, 2024
Homeଓଡିଶାଅର୍କେଶଙ୍କ ନାଁରେ ମାମଲା ରୁଜୁ

ଅର୍କେଶଙ୍କ ନାଁରେ ମାମଲା ରୁଜୁ

ଗଜପତୀ: ଅର୍କେଶ ସିଂହଦେଓ ଓ ପତ୍ନୀ ଅଦ୍ରିଜା ପାରିବାରକ ଘଟଣା । ଡେରାଡୁନ୍ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ । ଅର୍କେଶଙ୍କ ପତ୍ନି ଅଦ୍ରିଜାଙ୍କ ଅଭିଯ୍ଧେଜ୍ଞ ଆଧାରରେ ମାମଲା ରୁଜୁ । ସ୍ୱାମୀ ଅର୍କେଶଙ୍କ ସହ ପରିବାରର ୫ ଜଣଙ୍କ ନାଁରେ ମାମଲା ରୁଜୁ । ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀଙ୍କ ନାଁରେ ମାମଲା ରୁଜୁ । ଦେଢଶୁର କଳିକେଶ ଓ ଯାଆ ମେଘନାଥଙ୍କ ନାଁରେ ମାମଲା ରୁଜୁ । ଘଟଣା ନେଇ ଉତ୍ତରାଖଣ୍ଡ ଡିଜିପିଙ୍କ ଦ୍ୱାରସ୍ତ ହୋଇଥିଲେ ଅଦ୍ରିଜା ।

ତୋଗଲକି ଶାସନର ଅନ୍ୟନାମ ହେଉଛି ନୋଟବନ୍ଦି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking