ବଣାଇ : ଜଙ୍ଗଲରେ ଚିକିତ୍ସାଧୀନ ମାଈ ହାତୀର ମୃତ୍ୟୁ ଘଟିଛି । ତାମଡା ରେଞ୍ଜ ଗୁରୁଣ୍ଡିଆ ଅଧୀନ ତୁମୁରିମୁଣ୍ଡା ଜଙ୍ଗଲରେ ହାତୀ ମୃତ । ଅସୁସ୍ଥ ହାତୀକୁ ୪ ଦିନ ହେବ ବନ ବିଭାଗ ଚିକିତ୍ସା ଚଳାଇଥିଲା ।