ଢେଙ୍କାନାଳ: ଦଳିଦେଲା ଦନ୍ତା ; ଯୁବକ ମୃତ । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ଜଡ଼ାକିଆରୀ ନାଳ ନିକଟରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ କାମାକ୍ଷାନଗର ଥାନା ପଥରଖମ୍ବ ପଞ୍ଚାୟତ ଅନ୍ତର୍ଗତ କାମର୍ଦ୍ଦା ଗାଁର ରଞ୍ଜିତ ବିଶ୍ୱାଳ। ରଞ୍ଜିତ ଗାଈ ଖୋଜିବାକୁ ଗାଁ ପାଖ ଜଙ୍ଗଲ ନିକଟକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା … Continue reading ଦଳିଦେଲା ଦନ୍ତା ; ଯୁବକ ମୃତ
Copy and paste this URL into your WordPress site to embed
Copy and paste this code into your site to embed