29.1 C
Bhubaneswar
Thursday, November 12, 2026
Homeଓଡିଶାବ୍ରିଜ୍ ତଳକୁ ଖସିଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରିଜ୍ ତଳକୁ ଖସିଲା ବସ୍: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁନ୍ଦରଗଡ଼: ବ୍ରିଜ୍ ତଳକୁ ଖସିଲା ବସ୍। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ଅଭାବନୀୟ ଘଟଣା। ସର୍ଗିଗଡ଼ ଲୁହା ବ୍ରିଜ୍ ତଳକୁ ଖସିଲା ସରକାରୀ ବସ୍। ତେବେ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଦୁର୍ଘଟଣା ସମୟରେ ବସ୍ ରେ କୌଣସି ଯାତ୍ରୀ ନଥିଲେ। କିଛି ସମୟ ପରେ ବଲରେ ଚଢ଼ିଥାଆନ୍ତେ ଯାତ୍ରୀ ।ସୂଚନା ଅନୁସାରେ, ସକାଳୁ ପାଟମୁଣ୍ଡା ଅଞ୍ଚଳରୁ ଯାତ୍ରୀ ଆଣିବା ପାଇଁ କୋଇଡ଼ା ଅଭିମୁଖେ ଯାଉଥିଲା ବସ୍। ତେବେ ସର୍ଗିଗଡ଼ ଲୁହା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଥିଲା ବସ୍। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking