30.1 C
Bhubaneswar
Wednesday, November 11, 2026
Homeଓଡିଶାମାର୍ଗଶୀରରେ ରାମ୍ପ ଇନଷ୍ଟଲ: ପୃଥ୍ୱୀରାଜ

ମାର୍ଗଶୀରରେ ରାମ୍ପ ଇନଷ୍ଟଲ: ପୃଥ୍ୱୀରାଜ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ନିର୍ମିତ ରାମ୍ପରେ ତ୍ରୁଟି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ରାମ୍ପରେ ତ୍ରୁଟି ନାହିଁ , ମୁଖ୍ୟ ପ୍ରଶାସକ ଦେଖି କିଛି ପରାମର୍ଶ ଦେଇଛନ୍ତି । ଏହାକୁ ସୁଧାରି ମାର୍ଗଶୀର ମାସରେ ହିଁ ଇନଷ୍ଟଲ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking