30.1 C
Bhubaneswar
Wednesday, November 11, 2026
Homeଓଡିଶାଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ରିଲିଫ ଘୋଷଣା

ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ରିଲିଫ ଘୋଷଣା

ଭୁବନେଶ୍ୱର: ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ବ୍ଲକରେ ମିଳିବ ରିଲିଫ । ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସବୁ ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ, ୨ ହଜାର ୫ଶହ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ପ୍ୟାକେଜ ସହ ଏହି ରିଲିଫ ପ୍ରଦାନ କରାଯିବ । ଏହି ଜିଲ୍ଲାର ସମୁଦ୍ର ସବୁ ପ୍ରଭାବିତ ପରିବାରକୁ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିବିଟି ଜରିଆରେ ୨ ହଜାର ୫ ଶହ ଟଙ୍କା ଲେଖାଏଁ ଦେବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ସନ୍ଧ୍ୟା ୫ଟା ସୁଦ୍ଧା ଚାଉଳ ଓ ଟଙ୍କା ବଣ୍ଟନ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking